ପଟର ପଟର Paṭara paṭara

  • ଦେ. ଅ (ଧ୍ୱନ୍ୟନୁକରଣ) — ଚଟି ଯୋତା ମାଡ଼ି ଚଞ୍ଚଳ ଚାଲିଯିବର ଶବ୍ଦ — The sound produced by briskly walking with slippers on
  • ଦେ. ଅ (ଧ୍ୱନ୍ୟନୁକରଣ) — [ଦ୍ର—ଗୋ଼ଡ଼ର ଗୋଇଠି ଚଟିଜୋତାର ତଳାର ଭିତର ଅଂଶରେ ବାରଂବାର ବାଜି ଏହି ଶବ୍ଦ ଉତ୍ପନ୍ନ ହୁଏ ।]