ପଟମ୍ Paṭam

  • ଦେ. ବି. (ସଂ. ପତ୍ତନ; ଏହା ଅନ୍ୟ ଶବ୍ଦ ପରେ ଲାଗି ସ୍ଥାନ ବା ନଗରମାନଙ୍କ ନାମରୂପେ ବ୍ୟବହୃତ ହୁଏ) — ନଗର — Town
  • ଦେ. ବି. (ସଂ. ପତ୍ତନ; ଏହା ଅନ୍ୟ ଶବ୍ଦ ପରେ ଲାଗି ସ୍ଥାନ ବା ନଗରମାନଙ୍କ ନାମରୂପେ ବ୍ୟବହୃତ ହୁଏ) — (ଯଥା—ବିଶାଖାପଟମ୍ ବା ବିଶାଖାପଟଣ, ମଛଲିପଟମ୍ ।)