ପଟହ paṭaha
- ସଂ. ବି (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ) ନାଗରା; ଢୋଲ; ଢାଉଁ — Drum; kettle drum
- ସଂ. ବି (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ) ରଣ ଢକ୍କା — War-drum
- ସଂ. ବି (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ) (ଅଧିକରଣ. ଅ) ଆଡ଼ମ୍ବର — Ado
- ସଂ. ବି (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ) ମାରଣ; ବଧ — Killing; murder
- ସଂ. ବି (ପଟ୍=ପଟଶବ୍ଦ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ; ଯେ ପଟ୍ ପଟ୍ ଶବ୍ଦ କରେ) କର୍ଣ୍ଣ ପଟହ; କାନ ଭିତରର ଝିଲ୍ଲି, ଯହିଁରେ ଶବ୍ଦ ଯାଇଁ ବାଜେ — Ear-drum; tympanum; the drum-like membrane of the ear on which external sounds strike; tympanic membrane of the ear