ପଟବାଦ୍ୟ Paṭa bādya

  • ସଂ. ବି — ଗୀତ ଆଦି ବୋଲା ଯିବାବେଳେ ତାଳ ଦେବା ପାଇଁ ପ୍ରାଚୀନକାଳରେ ବ୍ୟବହୃତ ଏକପ୍ରକାର ଝାଞ୍ଜ (ହି. ଶବ୍ଦସାଗର) — A kind of cymbals used in ancient times to beat measure during singing