ପଜ୍ଝଟି Pajjhaṭi
- ଦେ. ବି. (ସଂ. ପଜ୍ଝଟିକା) — ପଜ୍ଝଟିକା (ଦେଖ) — Pajjhaṭikā (See)
- ଦେ. ବି. (ସଂ. ପଜ୍ଝଟିକା) — [ଦ୍ର—ଏ ଛନ୍ଦର କବିତା ଭାଷାରେ ସୁଲଭ ନୁହେଁ। ଫକୀରମୋହନଙ୍କ 'ଛମାଣଆଠଗୁଣ୍ଠ'ରେ ଏ ଛନ୍ଦର ଗୋଟିଏ ଉଦାହରଣ ଦିଆଯାଇଛି; କିନ୍ତୁ ତାହା ଛନ୍ଦଟିର ଅବିକଳ ଅନୁରୂପ ହୋଇ ନାହିଁ। ଏଠାରେ ଉଦାହରଣସ୍ୱରୂପ ପଜ୍ଝଟିକା ଛନ୍ଦାନୁକରଣରେ ଗୋଟିଏ ଓଡ଼ିଆ ଶ୍ଳୋକ ଦିଆଗଲା:—ଧାଇଁଛି ସୁଦତୀ ମୁକୁଳିତ—କେଶା ବହୁଅଛି ଲୋତକ ସୁମଳିନ—ବେଶା ଧାଇଁଛି ଚାଲିଛି ଗତି କରି ଦାଣ୍ଡେ କବିତା ରଚନ ଶୁଣ ପଜ୍ଝଟି ଛନ୍ଦେ]