ପଝାରି Pajhāri

  • ଦେ. ବି — ଡଙ୍ଗାରେ ଚଢ଼ି ପାର ହେଉଥିବା ଯାତ୍ରୀ; ନୌକା— ରୋହୀ ବ୍ୟକ୍ତିଗଣ — Passengers in a ferry boat
  • ଦେ. ବି — ପାହାଡ଼ିଆ ଭାଗ ଛାଡ଼ି ନାଉରିଆ କରୁଛି ପଝାରି ପାରି। ନନ୍ଦକିଶୋର. ନିର୍ଝରିଣୀ।