ପଜ୍ଝଟିକା Pajjhaṭikā

  • ସଂ. ବି. ସ୍ତ୍ରୀ — ମାତ୍ରାବୃତ୍ତ ସଂସ୍କୃତ ଛନ୍ଦୋବିଶେଷ — A Sanskrit metre with 16 syllables
  • ସଂ. ବି. ସ୍ତ୍ରୀ — [ଦ୍ର—ଏହାର ପ୍ରତିପଦରେ 16 ମାତ୍ରା। ହ୍ରସ୍ୱବର୍ଣ୍ଣ ହେଲେ 1 ମାତ୍ରା, ଦୀର୍ଘବର୍ଣ୍ଣ 2 ମାତ୍ରା ଓ ବ୍ୟଞ୍ଜନବର୍ଣ୍ଣ ଅର୍ଦ୍ଧମାତ୍ରା ଏହିପରି 16 ମାତ୍ରା ଗଣନା କରାଯାଏ। ଏଥିରେ 9 ମ ମାତ୍ରା ଗୁରୁ ହେବା ଆବଶ୍ୟକ। ଏହାର ଲକ୍ଷଣ:— ପ୍ରତିପଦ ଯମକିତ ଷୋଡ଼ଶ ମାତ୍ରା ନବମ ଗୁରୁତ୍ୱ ବିଭୂଷିତ ଗାତ୍ରା। ] — [ଦ୍ର—ଏହାର ପ୍ରତିପଦରେ16ମାତ୍ରା ହ୍ରସ୍ୱବର୍ଣ୍ଣ ହେଲେ1ମାତ୍ରା, ଦୀର୍ଘବର୍ଣ୍ଣ2ମାତ୍ରା ଓ ବ୍ୟଞ୍ଜନବର୍ଣ୍ଣ ଅର୍ଦ୍ଧମାତ୍ରା ଏହିପରି16ମାତ୍ରା ଗଣନା କରାଯାଏ ଏଥିରେ9ମ ମାତ୍ରା ଗୁରୁ ହେବା ଆବଶ୍ୟକ ଏହାର ଲକ୍ଷଣ:— ପ୍ରତିପଦ ଯମକିତ ଷୋଡ଼ଶ ମାତ୍ରା ନବମ ଗୁରୁତ୍ୱ ବିଭୂଷିତ ଗାତ୍ରା ]