ପଜାଇବା Pajāibā

  • ଦେ. କ୍ରି. (ସଂ. ପିଜ ଧାତୁ) — ଶସ୍ତ୍ରାଦିକୁ ପଥର ଉପରେ ଘଷି ଦାଢୁଆ କରିବା — To whet or sharpen an instrument
  • ଦେ. କ୍ରି. (ସଂ. ପିଜ ଧାତୁ) — ଲୁହା ଶସ୍ତ୍ରାଦିର ଦନ୍ଥଡ଼ା ଅଗକୁ ନିଆଁରେ ପୋଡ଼ି ପିଟି ବାଡ଼େଇ ଦାଢ଼ୁଆ କରିବା — To whet a blunt weapon by heating and beating its edge