ପଛେ ପଛେ Pachhe pachhe

  • ଦେ. ଅ — ପଛରେ — Behind
  • ଦେ. ଅ — ଅବ୍ୟବହିତ ପରେ — Immediately after
  • ଦେ. ଅ — ଅନୁସରଣ କରି — Following
  • ଦେ. ଅ — ଆସୁଛନ୍ତି ଯେଝା ବେଶେ କଳି ପଛେ ପଛେ କଳି ଅନୁଚରବୃନ୍ଦ। ରାଧାନାଥ. ମହାଯାତ୍ରା।