ପଛୁଏଇବା Pachhueibā

  • ପ୍ରାଦେ. (ସମ୍ବଲପୁର) କ୍ରି — ପଛେଇ ଯିବା — To fall back
  • ପ୍ରାଦେ. (ସମ୍ବଲପୁର) କ୍ରି — ସମସ୍ତଙ୍କ ପଛରେ ଯିବା — To go behind