ପଛନ୍ତେ Pachhante
- ଦେ. ଅ. (ସଂ. ପଶ୍ଚାତ୍) — ପଛରେ; ପୃଷ୍ଠଭାଗରେ — On the back
- ଦେ. ଅ. (ସଂ. ପଶ୍ଚାତ୍) — ପରେ — Afterwards
- ଦେ. ଅ. (ସଂ. ପଶ୍ଚାତ୍) — ବ୍ରହ୍ମ ଲୋକେ ଆଗ ଏ ସ୍ତବରାଜ ଥିଲେ, ପଛନ୍ତେ ଦେବଲୋକେ ପ୍ରକାଶ ହୋଇଲେ।
- ଦେ. ଅ. (ସଂ. ପଶ୍ଚାତ୍) — ଶେଷକୁ — At last; in the long run
- ଦେ. ଅ. (ସଂ. ପଶ୍ଚାତ୍) — ପଛେ ପଛେ; ପଛରେ — Behind