ପଛରୁ ଡାକିବା Pachharu ḍākibā

  • ଦେ. କ୍ରି — ଗମନୋଦ୍ୟତ ବା କୌଣସି ଉଦ୍ଦେଶ୍ୟରେ ଅନୁକୂଳ କରୁଥିବା ବ୍ୟକ୍ତିକୁ ପଛଆଡ଼ୁ ଡାକି ଦେବା (ଏହା ଅଶୁଭ ସୂଚକ ଓ ଏପରି କେହି ପଛରୁ ଡାକିଲେ ଅନୁକୂଳ ବିଗିଡ଼େ ବୋଲି ଲୋକେ ବିଶ୍ୱାସ କରନ୍ତି) — To call a person from behind while he is going on some mission