ପଛକୁ ପକାଇବା Pachhaku pakāibā

  • ଦେ. କ୍ରି — ନିକୃଷ୍ଟ ବୋଲି ବିଚାର କରିବା — To consider as inferior
  • ଦେ. କ୍ରି — ଅନାଦର କରିବା — To disregard
  • ଦେ. କ୍ରି — ବିଧିବିବେକେ ଅଛି ପଛେ ପକାଇ ଅବଧାନକୁ ନ ଆସିଲା— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. କ୍ରି — ମନରେ ନ ଧରିବା — Not to mind
  • ଦେ. କ୍ରି — ପାସୋର ବାସର ଲାଜ, ପଛକୁ ପକାଇ ନ ଦେଲେ— ନ ଚଳେ, ବିଧି ନିଷେଧକୁ ଆଜ। କବିସୂର୍ଯ୍ୟ. ଢୁମ୍ପାଗୀତ।
  • ଦେ. କ୍ରି — ପାସୋରି ଦେବା — To forget
  • ଦେ. କ୍ରି — କୌଣସି କାର୍ଯ୍ୟକୁ ପରେ କରିବା ପାଇଁ ସ୍ଥଗିତ ରଖିବା — To put off a work to be done afterwards
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ଟପି ଚାଲିଯିବା; କୌଣସି ବ୍ୟକ୍ତିକୁ ପଛରେ ଛାଡ଼ି ଚାଲିଯିବା — To go ahead of a person by leaving him behind