ପଛରେ ଗୋଡ଼େଇବା Pachhare goṟḍ̠eibā

  • ଦେ. କ୍ରି — ପ୍ରାର୍ଥନା ସିଦ୍ଧି ପାଇଁ କୈଣସି ବ୍ୟକ୍ତିର ଅନୁସରଣ କରିବା — To dance attendance on a person for the fulfilment of one's prayer; to be tied to the purse-strings of another
  • ଦେ. କ୍ରି — ସ୍ତାବକତା କରିବା; ଚାଟୁ କରିବା — To flatter a person
  • ଦେ. କ୍ରି — ଶିକାରକୁ ଆକ୍ରମଣ କରିବା ପାଇଁ ପଶ୍ଚାଦ୍ଧାବନ କରିବା — To chase a prey