ପଖାଉଜ Pakhāuja

  • ଦେ. ବି. (ସଂ. ପକ୍ଷ=ପାର୍ଶ୍ୱ+ଆ ଅୱାଜ୍=ଶବ୍ଦ; ପାର୍ଶ୍ୱ ଦେଶରେ ଏହା ବାଜିବା ହେତୁ) — ଦୁଇ ପାଖରେ ଚର୍ମାନଦ୍ଧ ଗୋଲ ଓ ଲମ୍ବ ବାଦ୍ୟ— ବିଶେଷ; ଢୋଲକୀ; ମର୍ଦ୍ଦଳ — A cylindrical drum covered with skin on both ends; Tambourine