ପଖାଳଖିଆ Pakhāḻa khiā

  • ଦେ. ବି. (ସଂ. ପ୍ରକ୍ଷାଳନ ଓ ଖାଦ୍ୟ) — ପଖାଳଭାତ ଖାଇବା — Eating of stale watered rice
  • ଦେ. ବିଣ. — ଯେ ପଖାଳଭାତ ଖାଇବାରେ ଅଭ୍ୟସ୍ତ — Habituated to taking stale water rice
  • ଦେ. ବିଣ. — ମୋଟାବୁଦ୍ଧିଆ — Dull headed
  • ଦେ. ବିଣ. — ଗରିବ — Poor