ପଖାଳ Pakhāḻa
- ଦେ. ବି. (ସଂ. ପ୍ରକ୍ଷାଳ; ଢୁଳ. ପ୍ରା. ପକ୍ଖାଳ) — ପାଣିରେ ବତୁରା ହୋଇ ପରେ ଖିଆ ଯିବା ପାଇଁ ରଖାଯାଇ— ଥିବା ଭାତ; ପ୍ରକ୍ଷାଳିତ ଅନ୍ନ — Stale watered rice; boiled rice moistened with water
- ଦେ. ବି. (ସଂ. ପ୍ରକ୍ଷାଳ; ଢୁଳ. ପ୍ରା. ପକ୍ଖାଳ) — [ଦ୍ର—ଆଜି ପଖାଳ ହୋଇଥିବା ଭାତକୁ ସଜ ପଖାଳ ଏବଂ ଗତ କାଲି ପଖାଳ ହୋଇଥିବା ଭାତକୁ ବାସୀ ପଖାଳ ବୋଲାଯାଏ। ଗରମ ଭାତରେ ପାଣି ଦିଆ ଯିବା ପରେ ସଙ୍ଗେ ସଙ୍ଗେ ତାକୁ ବ୍ୟବହାର କଲେ ତାକୁ ଚାଇଁ ପଖାଳ କୁହାଯାଏ।]
- ଦେ. ବି. (ସଂ. ପ୍ରକ୍ଷାଳ; ଢୁଳ. ପ୍ରା. ପକ୍ଖାଳ) — ପ୍ରକ୍ଷାଳନ; ଧୋଇବା — Washing