ପଖା ଖସାଇବା Pakhā khasāibā

  • ଦେ. କ୍ରି — ମାଡ଼ ଦ୍ୱାରା ହାତର ଡେଣାକୁ ସ୍ୱସ୍ଥାନଚ୍ୟୁତ କରିବା — To displace the arm from its socket by blows
  • ଦେ. କ୍ରି — ଗଉଡ଼ ଭଣ୍ଡାରି ଗୋଖା, ନିତି ଭାଙ୍ଗୁଥିବ ପଖା ତେବେ ସେ ଯାଇ ଦେବେ ଦେଖା। ଢଗ।