ପଇଟିବା Paiṭibā

  • ଦେ. କ୍ରି. (ସଂ. ପ୍ରବିଷ୍ଟ) — ମୁଖସ୍ଥ ହେବା — To be committed to memory; to be got by heart
  • ଦେ. କ୍ରି. (ସଂ. ପ୍ରବିଷ୍ଟ) — (କୌଣସି ବିଦ୍ୟା) ଆୟତ୍ତ ହେବା — To come under one's control, so that one can recite the passage; to be mastered
  • ଦେ. କ୍ରି. (ସଂ. ପ୍ରବିଷ୍ଟ) — (ଘୋଷିଥିବା ବିଷୟ) ସ୍ମୃତିପଥାରୁଢ଼ ହେବା — To be remembered, to occur to one's memory
  • ଦେ. କ୍ରି. (ସଂ. ପ୍ରବିଷ୍ଟ) — (ଯଥା—ଶ୍ଳୋକଟି ମତେ ପଇଟୁ ନାହିଁ।)