ପଇଟିନ୍ Paiṭin
- ବୈଦେ. ବି. (ଇଂ. pointing ପଏଣ୍ଟିଙ୍ଗ୍) — କାନ୍ଥର ଇଟା ଉପରେ ବିବାକ୍ ଚୂନ ପଲସ୍ତରା ନ କରି ଇଟା ବା ପଥରର ସନ୍ଧି ରେଖା ଗୁଡ଼ିକ ଚୂନ ବା ସିମେଣ୍ଟ ଦ୍ୱାରା ପରିସ୍ଫୁଟ ଭାବରେ ଦେଖାଇବା କର୍ମ — The act of 'pointing' the edges of the bricks or stones in a brick or stone masonry