ପଇଠ ଦେବା Paiṭha debā

  • ଦେ. କ୍ରି — ଅନ୍ୟ ବ୍ୟକ୍ତି ନିକଟରେ ଧନ ବା ବସ୍ତୁ ପହଞ୍ଚାଇବା — To pay or deliver a thing or money to a person
  • ଦେ. କ୍ରି — (ଖାତକ) ଋଣ କାଗଜର ପୃଷ୍ଠରେ ମହାଜନ ନିକଟରେ ଦାଖଲ କରିଥିବା ଋଣ ବାବଦ୍ ଟଙ୍କା ବା ଧାନର ପରିମାଣ ଉଲ୍ଲେଖ କରିବା — To endorse the part payment of a loan on the back of a bond