ପଇଞ୍ଚେଇବା Pain̄cheiba

  • ପ୍ରାଦେ. (ସିଂହଭୂମ) କ୍ରି. — ଖଇଞ୍ଚେଇବା; ମାଛ ଆଦି ଧରିବା ପାଇଁ ପାଣିରେ ଖଇଞ୍ଚି ଚଳାଇବା — To stir a fishing contrivance or trap in water for catching fish