ନୋହିବା Nohibā

  • ଦେ. କ୍ରି. (ସଂ. ନ+ଭୂ ଧାତୁ) — ନ ହେବା — Not to be
  • ଦେ. କ୍ରି. (ସଂ. ନ+ଭୂ ଧାତୁ) — ଖଳିକାର ନୋହି କଳାନାଗକୁ ଡାକିଲୁରେ—କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଖ ଗୀତ।
  • ଦେ. କ୍ରି. (ସଂ. ନ+ଭୂ ଧାତୁ) — ନ ଘଟିବା — Not to happen
  • ଦେ. ବିଣ — ହୋଇ ନ ଥିବା — Undone; unperformed
  • ଦେ. ବିଣ — ନୋହିବା କଥା କେହି ହୋଇବ ମୋହର— କୃଷ୍ଣସିଂହ ମହାଭାରତ. ଆଦି।