ନୋହୁତି Nohuti
- ଦେ. ବି. (ସଂ. ନ ଭବତି) — ନ ହେବା କଥା — Negation; no
- ଦେ. ବି. (ସଂ. ନ ଭବତି) — (ଯଥା—ସେ ମୋତେ ହୋତି ନୋହତି କିଛି କହିଲା ନାହିଁ।)
- ଦେ. ବି. (ସଂ. ନ ଭବତି) — (ଅଶୁଭ କଥାରେ ଶୁଭବାଚନ) ଅନହୋତି; ହଇଜା; ଓଲାଉଠା; ଝାଡ଼ାବାନ୍ତି — (euphemism) cholera
- ଦେ. ବି. (ସଂ. ନ ଭବତି) — (ଯଥା— ସୋ ନୋହୋତିରେ ଗଲା।)