ନୋଳି Noḻi

  • ଦେ. ବି. (ସଂ. ଲୁଳ ଧାତୁ=ଦୋହଲିବା; ଦୋଳିବା) — କାନରେ ପିନ୍ଧାଯିବା ବଳୟାକାର ଅଳଙ୍କାର ବିଶେଷ — Ear-ring; a ring for the ear
  • ଦେ. ବି. (ସଂ. ଲୁଳ ଧାତୁ=ଦୋହଲିବା; ଦୋଳିବା) — ଯାହାରଠାରେ ଦେଖୁଥାନ୍ତେ କଣ୍ଠୀ ନଳି ନେଉଥାନ୍ତେ ତାହା ଛଡ଼ାଇ ଦେଇ ଗାଳି। କୃଷ୍ଣସିଂହ ମହାଭାରତ ଶାନ୍ତି