ନୋହୁ Nohu
- ଗ୍ରା. ବି. (ସଂ. ଲୋହ) — ଲହୁ; ରକ୍ତ — Blood
- ଦେ. କ୍ରି (ଭବିଷ୍ୟତ ଇଚ୍ଛାସୂଚକ ଅନାଦରାର୍ଥ 3 ୟ ପୁ. 1 ବ) — (ସେ ବା ତାହା) ନ ହେଉ — Let (him) be not; be it not
- ଦେ. କ୍ରି (ଭବିଷ୍ୟତ ଇଚ୍ଛାସୂଚକ ଅନାଦରାର୍ଥ 3 ୟ ପୁ. 1 ବ) — (ଯଥା—ମୁଁ ଈଶ୍ୱରଙ୍କୁ ଡାକୁଛି ମୋ ପିଲାଟି ଅନ୍ୟ ଇସ୍କୁଲିଆ ପିଲାଙ୍କ ପରି ଅମାନିଆ ନୋହୁ।)
- ଦେ. ଅ — ନୋହୁଣୁ (ଦେଖ) — Nohuṇu (See)