ନୂଆ ଖାଇ Nūā khāi
- ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଏହି ଅର୍ଥରେ ନୟା କରନା) — ନବାନ୍ନ ଉତ୍ସବ; ନୂଆଖିଆ — The ceremony of taking the new rice for the year
- ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଏହି ଅର୍ଥରେ ନୟା କରନା) — [ଦ୍ର—ଗ୍ରାମର ସବୁ ଗୃହସ୍ଥ ପ୍ରତିବର୍ଷ ଭାଦ୍ର ଶୁକ୍ଲପକ୍ଷରେ ଶୁଭଦିନ ସ୍ଥିର କରି ସେ ବର୍ଷର ନୂଆଧାନର ଚାଉଳ ରାନ୍ଧି ଭୋଜି କରନ୍ତି ଏବଂ ଗାଉଣା ବାଜଣା କରି ଉତ୍ସବ ପାଳନ୍ତି। ସନ୍ଧ୍ୟାବେଳେ ସମସ୍ତେ ଆମିଷ ଭୋଜନ କରି ଶୁଅନ୍ତି। ଆମିଷ ଖାଇ ନ ଥିବା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହେବ ବୋଲି ସେମାନଙ୍କର ବିଶ୍ୱାସ।]