ନୂଆ ଖାଇବା Nūā khāibā

  • ଦେ. କ୍ରି — ବର୍ଷର ପ୍ରଥମ ଆମଦାନି ନୂତନ ଧାନର ଚାଉଳର ଅନ୍ନ ବା ଚୂଡ଼ା ଆଦି ଦେବତାଙ୍କୁ ପୂଜା କରି ପ୍ରଥମେ ଭୋଜନ କରିବା — to take the new rice for the first time in the year