ନୂଆ ଡାହାଣା Nūā ḍāhāṇā(ṇī)

  • ଦେ. ବି. ସ୍ତ୍ରୀ—(ସଂ. ନବ+ଡାକିନୀ) — ଯେଉଁ ସ୍ତ୍ରୀ ଲୋକ ଅଳ୍ପଦିନ ହେଲା ଡାହାଣୀ ହୋଇଅଛି — A woman who has recently taken to witchcraft
  • ଦେ. ବି. ସ୍ତ୍ରୀ—(ସଂ. ନବ+ଡାକିନୀ) — ନୂଆ ଡାହାଣୀ ଗୁହ ଖାଏ। ଢଗ।