ନୂଆ କଳେବର Nūākaḻebara
- ଦେ. ବି. (ସଂ. ନବ ଓ କଳେବର) — 12 ବର୍ଷରେ ଥରେ ଦୋ—ଆଷାଢ଼ି ପଡ଼ିଲେ ଶ୍ରୀଜଗନ୍ନାଥଆଦି ଠାକୁରଙ୍କ କାଷ୍ଠପ୍ରତିମାର ଘଟ ପରି— ବର୍ତ୍ତନରୂପ ଉତ୍ସବ — 12ବର୍ଷରେ ଥରେ ଦୋ—ଆଷାଢ଼ି ପଡ଼ିଲେ ଶ୍ରୀଜଗନ୍ନାଥଆଦି ଠାକୁରଙ୍କ କାଷ୍ଠପ୍ରତିମାର ଘଟ ପରି— ବର୍ତ୍ତନରୂପ ଉତ୍ସବ—The ceremony of renewing the wooden image of the idols Jagannātha, Baḻabhadra and ṡubhadrā once in 12 years