ନିରାୟତ Nirāyata

  • ସଂ. ବିଣ. (ନିର୍+ଆୟତ) — ଅବିସ୍ତୃତ — Not expanded; unextended
  • ସଂ. ବିଣ. (ନିର୍+ଆୟତ) — ସଙ୍କୁଚିତ — Contracted