ନିରାଲମ୍ବ Nirālamba

  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ଅବଲମ୍ବନରହିତ — Having no support
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ସମସ୍ତଙ୍କଠାରୁ ପୃଥକ; ଏକାକୀ — Isolated; alone
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ନିରାଶ୍ରୟ — Helpless
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ଶୂନ୍ୟରେ ଝୁଲୁଥିବା — Suspended in the air
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ଆତ୍ମାବଲମ୍ବୀ; ସ୍ୱାଧୀନ — Self-relying; not depending on another; self-supported; independent
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ବାସଶୂନ୍ୟ — having no habitation or domicile
  • ସଂ. ବିଣ. ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ବ= ଅବଲମ୍ବନ) — ବନ୍ଧୁହୀନ — Friendless
  • ଦେ. ବିଣ — ନିର୍ଜନ — Solitary; lonely