ନିରାମିଷାଶୀ Nirāmishāshī
- ସଂ. ବିଣ. ସ୍ତ୍ରୀ. (ନିରାମିଷ+ଅଶ୍ ଧାତୁ=ଭକ୍ଷଣ କରିବା +କର୍ତ୍ତୃ ଇନ୍; 1 ମା. 1 ବ) — ନିରାମିଷ ଭୋଜୀ; ଯେଉଁ ବ୍ୟକ୍ତି ଆମିଷ ଛଡ଼ା ଅନ୍ୟ ବସ୍ତୁ ଆହାର କରେ — Vegetarian; living on a meatless diet
- ସଂ. ବିଣ. ସ୍ତ୍ରୀ. (ନିରାମିଷ+ଅଶ୍ ଧାତୁ=ଭକ୍ଷଣ କରିବା +କର୍ତ୍ତୃ ଇନ୍; 1 ମା. 1 ବ) — ନିୟତାହାରୀ — Temperate in diet