ନିରାୟୁଧ Nirāudha
- ସଂ. ବିଣ. (ବହୁବ୍ରୀହି; ନିର୍+ଆୟୁଧ) — ଆୟୁଧହୀନ — Weaponless; destitute of weapons
- ସଂ. ବିଣ. (ବହୁବ୍ରୀହି; ନିର୍+ଆୟୁଧ) — ଅଶସ୍ତ୍ର — Unarmed
- ସଂ. ବିଣ. (ବହୁବ୍ରୀହି; ନିର୍+ଆୟୁଧ) — ନିରସ୍ତ୍ର — Disarmed
- ସଂ. ବିଣ. (ବହୁବ୍ରୀହି; ନିର୍+ଆୟୁଧ) — ନିରାୟୁଧ ହୋଇବା ଲୋକେ ତଳୁଁ ଅସ୍ତ୍ର ଧରି ନାଶୁ ଅଛନ୍ତି ଶତ୍ରୁଙ୍କର ଗାତ୍ର—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।