ନିମେଷଣ Nimeshaṇa

  • ସଂ. ବି. (ନି= ନାହିଁ+ ମିଷ୍ ଧାତୁ= ବୁଜିବା+ ଭାବ. ଅନ) — ଚକ୍ଷୁରୁନ୍ନୀଳନ; ଆଖି ଫିଟେଇବା — Opening of the eyelids
  • ସଂ. ବି. (ନି= ନାହିଁ+ ମିଷ୍ ଧାତୁ= ବୁଜିବା+ ଭାବ. ଅନ) — (ନି+ ମିଷ୍ ଧାତୁ+ ଭାବ. ଅନ) ଆଖି ବୁଜିବା — Shutting of the eyelids