ନିମେଷକୃତ୍ Nimeshakṛut

  • ସଂ. ବି. (ନିମେଷ+ କୃ ଧାତୁ+ କର୍ତ୍ତୃ. କ୍ୱିପ୍; ଯାହା ଆଖିକୁ ବୁଜାଇ ଦିଏ) — ବିଦ୍ୟୁତ୍; ବିଜୁଳୀ — Lightning