ନିମେଷ ରୁକ୍ Nimesha ruk

  • ସଂ. ବି. (ନିମେଷ= ଚକ୍ଷୁରୁନ୍ନୀଳନ+ ରୁଚ୍ ଧାତୁ= ଦୀପ୍ତି ପାଇବା+ କର୍ତ୍ତୃ. କ୍ୱିପ୍) — ଜୁଳୁଜୁଳିଆ ପୋକ; ଖଦ୍ୟୋତ — Firefly