ନିମ୍—ଆସ୍ତିନ୍ Nim-āstin

  • ବୈଦେ. ବି. (ଫା. ନିମ୍= ଅର୍ଦ୍ଧ+ଆସ୍ତିନ୍=ହାତ) — କୁର୍ତ୍ତାର ଅଧ ହାତ — Half sleeves of a coat
  • ବୈଦେ. ବି. (ଫା. ନିମ୍= ଅର୍ଦ୍ଧ+ଆସ୍ତିନ୍=ହାତ) — ଯେଉଁ କୁର୍ତ୍ତାର ହାତ ଅଧେ ଥାଏ; ଫତେଇ; ଜାକେଟ୍ — Half-sleeved jacket