ନିବଦ୍ଧ Nibaddha
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଆବଦ୍ଧ; ନିରୁଦ୍ଧ — Confined; shut up
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ରଚିତ — Composed
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଖୁଣ୍ଟ ଅଦିରେ ଛନ୍ଦା ଯାଇଥିବା — Fastened to
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଆନଦ୍ଧ — Bound; tied
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ପିନ୍ଧା ଯାଇଥିବା (ପୋଷାକ; ସାଜ); ପରିହିତ — Worn; put on
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଆଲେଚିତ — Discussed
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ମୀମାଂସିତ — Decided
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଆବୃତ — Covered with; vieled in; enveloped
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ସଂଯତ — Restrained; controlled
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଆଶ୍ରିତ — Dependent; relying on
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ଗ୍ରଥିତ — Arranged orderly
- ସଂ. ବିଣ. (ନି+ବନ୍ଧ୍ ଧାତୁ=ବାନ୍ଧିବା+କର୍ମ. ତ) — ନିବେଶିତ — Inserted; placed