ନିବନ୍ଧିତ Nibandhita

  • ସଂ. ବିଣ. (ନି+ବନ୍ଧ୍ ଧାତୁ+କର୍ମ. ତ) — ବଦ୍ଧ — Tied; bound; fastened
  • ସଂ. ବିଣ. (ନି+ବନ୍ଧ୍ ଧାତୁ+କର୍ମ. ତ) — ଆବଦ୍ଧ — Confined