ନିବଡ଼ାଇବା, ନିବଡ଼େଇବା Nibaṟḍ̠ā(ṟḍ̠e)ibā

  • ଦେ. କ୍ରି (ସଂ. ନି+ବୃତ୍ ଧାତୁ—ନିବର୍ତ୍ତନ; ପ୍ରା, ନିବଟ୍ଟନ) — (କାର୍ଯ୍ୟ) ନିଷ୍ପାଦନ କରିବା; ସମାଧା କରିବା — To accomplish
  • ଦେ. କ୍ରି (ସଂ. ନି+ବୃତ୍ ଧାତୁ—ନିବର୍ତ୍ତନ; ପ୍ରା, ନିବଟ୍ଟନ) — ସାରିବା; ତୁଲାଇବା; ସମାପ୍ତ କରିବା — To bring to a successful termination; to complete a work