ନିଖାତ Nikhāta
- ସଂ. ବିଣ. (ନି+ଖନ ଧାତୁ=ଖୋଳିବା+କର୍ମ. ତ) — ଖନିତ; ଖୋଳା ହୋଇଥିବା — Dug
- ସଂ. ବିଣ. (ନି+ଖନ ଧାତୁ=ଖୋଳିବା+କର୍ମ. ତ) — ନିବେଶିତ; ସ୍ଥାପିତ — Placed; fixed
- ସଂ. ବିଣ. (ନି+ଖନ ଧାତୁ=ଖୋଳିବା+କର୍ମ. ତ) — ପ୍ରୋଥିତ; ପୋତା ଯାଇଥିବା — Buried; interred
- ସଂ. ବିଣ. (ନି+ଖନ ଧାତୁ=ଖୋଳିବା+କର୍ମ. ତ) — ଖୋଳା ହୋଇ ବାହାର କରା ଯାଇଥିବା — Dug up; excavated
- ସଂ. ବିଣ. (ନି+ଖନ ଧାତୁ=ଖୋଳିବା+କର୍ମ. ତ) — ଭୂମିରେ ଗାତ ଖୋଳାଯାଇ ପୋତା ଯାଇଥିବା; ରୋପିତ — Planted; infixed
- ବି — ଜମିର ସୀମା ନିରୂପକ ପହଣୀ — A trench dug round a field as landmark or boundary
- ବି — ଖାଈ; ନାଳୀ — A ditch; a long pit
- ଦେ. ବି (କଚିରିଆ)—(କବଲା ଆଦିରେ ବ୍ୟବହୃତ) — ପୋତା ଥିବା ଧନ ଓ ବସ୍ତୁ — Buried treasure and things; treasure trove
- ଦେ. ବି (କଚିରିଆ)—(କବଲା ଆଦିରେ ବ୍ୟବହୃତ) — (ଯଥା—ଏ ଜମି ଓ ତହିଁରେ ଥିବା ପୋତା, ନୋତା, ନିଧି, ନିଖାତ, କାଷ୍ଠ, ପାଷାଣ, ତରୁ, ଲତା, ଛାୟା, ଉପଛାୟା ସମସ୍ତ ସମ୍ପତ୍ତିକୁ ଏ କବାଲା ଦ୍ୱାରା ବିକ୍ରି କଲୁଁ।)