ନିଖାଇଲା Nikhāilā

  • ଦେ. ବିଣ. — ଅଖାଇ; ଯେଉଁ ବ୍ୟକ୍ତି ବେଶି ଖାଇପାରେ ନାହିଁ; ଯାହାର ଖୋରାକି ଅଳ୍ପ — Unable to eat too much
  • ଦେ. ବିଣ. — ଅଖାଇଲା; ଯାହାକୁ ବେଶି ଖାଇବାକୁ ମିଳେ ନାହିଁ — Not getting enough to eat
  • ଦେ. ବିଣ. — (ଯଥା—ନିଖାଇଲା ଘରର ପିଲା ଭଳିଆ କାହିଁକି ବିକଳା ହେଉଛୁ?)