ନିଖାରିବା Nikhāribā
- ଦେ. କ୍ରି. — (ସଂ ନି+ରେଖା) କୌଣସି ବସ୍ତୁକୁ କାଠିଆଦି ଦ୍ୱାରା ରେଖାଙ୍କିତ କରି ଚିରିବା ବା ପରୀକ୍ଷା କରିବା — To examine a thing by scratching it with a pointed stick etc
- ଦେ. କ୍ରି. — (ସଂ. ନିରୀକ୍ଷଣ) ନିରିଖିବା; ନିରୀକ୍ଷଣ କରିବା; ତନ୍ନ ତନ୍ନ କରି ଦେଖିବା; ଲେଉଟପାଉଟ କରି ଦେଖିବା — To examine very closely; to scrutinise
- ଦେ. କ୍ରି. — ନିଖାରି ନିଖାରି ଦେଖେ ସେ କାଗଜ। ରାଧାନାଥ. ଦରବାର