ନିଖଳିଆ Nikhaḻiā
- ଦେ. ବିଣ.—(ସଂ. ନିର୍ ଓ ଖଳ) — ଅଖଳା; ନିଷ୍କପଟ (ବ୍ୟକ୍ତି) — Frank; open-hearted (person)
- ଦେ. ବିଣ.—(ସଂ. ନିର୍ ଓ ଖଳ) — ଉତ୍ତମ ସ୍ୱଭାବ (ବ୍ୟକ୍ତି) — Good natured (person)
- ଦେ. ବିଣ.—(ସଂ. ନିର୍ ଓ ଖଳ) — ଯେ ପରର ଅନିଷ୍ଟ କରେ ନାହିଁ — Unoffending
- ଦେ. ବିଣ.—(ସଂ. ନିର୍ ଓ ଖଳ) — ଖଳିଆ ବା ନରମ ହୋଇ ନ ଥିବା (ଅନ୍ନ) — Not become gruelly (boiled rice)