ନାସୀର Nāsīra

  • ସଂ. ବି (ନାସ୍ ଧାତୁ ଶବ୍ଦ କରିବା+ଈର, ଯେଉଁମାନେ ସିଂହନାଦ କରନ୍ତି) — ସେନାମୁଖ; ଅଗ୍ରବର୍ତ୍ତୀ ସେନା — The vanguard of an army
  • ସଂ. ବି (ନାସ୍ ଧାତୁ ଶବ୍ଦ କରିବା+ଈର, ଯେଉଁମାନେ ସିଂହନାଦ କରନ୍ତି) — ଅଗ୍ରଗାମୀ ସୈନିକ — Pioneer
  • ବିଣ — ସେନାଦଳର ଅଗ୍ରଗାମୀ — Advancing in front of an army