ନାସ୍ତି କରିବା Nāsti karibā

  • ଦେ. କ୍ରି. (ସଂ. ନାସ୍ତି=ନାହିଁ) — ନାହିଁ କରିବା — To refuse; to reject
  • ଦେ. କ୍ରି. (ସଂ. ନାସ୍ତି=ନାହିଁ) — ମନା କରିବା — To deny