ନାସିକ୍ୟ Nāsikya
- ସଂ. ବିଣ. (ନାସିକା+ଯ) — ନାସିକାରୁ ଉତ୍ପନ୍ନ — Nasal; produced from the nose
- ସଂ. ବିଣ. (ନାସିକା+ଯ) — ନାସିକା ସମ୍ବନ୍ଧୀୟ — Relating to the nose
- ସଂ. ବି — ନାକ — Nose
- ସଂ. ବି — ଅଶ୍ୱିନୀ କୁମାର ଦ୍ୱୟ — The twin sons of Aṡwini
- ସଂ. ବି — ନାସିକ (ଦେଖ) — Nāsika (See)
- ସଂ. ବି — ଅନୁନାସିକ ସ୍ୱର — Nasal sound