ନାଳେଇବା Nāḻeibā

  • ଦେ. କ୍ରି—(ସଂ. ଲାଳ) — (ମୁଖ) ଲାଳରେ ପୂର୍ଣ୍ଣ ହେବା — (the mouth) To be full of saliva
  • ଦେ. କ୍ରି—(ସଂ. ଲାଳ) — (ମୁଖ) ବହୁ ପରିମାଣରେ ଲାଳ ସ୍ରବିବା — (the mouth) To salivate
  • ଦେ. କ୍ରି—(ସଂ. ଲାଳ) — (ବାସୀ ବା ରହଣୀ ପିଠା ଓ ଦହି ଆଦି ବହୁଦିନ ପର୍ଯ୍ୟନ୍ତ ରହିଯିବା ଯୋଗୁଁ) ଲାଳାମୟ ହେବା — (stale cakes and cord) To become slimy or salivous
  • ଦେ. କ୍ରି—(ସଂ. ଲାଳ) — (ସଂ. ଲାଳାୟିତ) କୌଣସି କାର୍ଯ୍ୟ କରିବାକୁ ଲାଳାୟିତ ହେବା — To hanker after doing a thing