ନାୱାକଫ୍, ନାଁୱାକଫ୍ Nā(nāñ)wākaph

  • ବୈଦେ. ବିଣ (ଫା. ନା+ଆ. ୱାକିଫ୍) — ଅଜ୍ଞ — Ignorant
  • ବୈଦେ. ବିଣ (ଫା. ନା+ଆ. ୱାକିଫ୍) — ଯାହାକୁ ଅବଗତ କରା ହୋଇ ନାହିଁ — Uninformed